କାଜୁ ଚାରା ରୋପଣ ନାମରେ ମହାଦୁର୍ନୀତି ଅଭିଯୋଗ। କାମ ନକରି ଶ୍ରମିକଙ୍କ ଆକାଉଣ୍ଟକୁ ଆସୁଛି ଟଙ୍କା। ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରତି ସପ୍ତାହରେ ଆକାଉଣ୍ଟରେ ଜମା ହେଉଛି କିସ୍ତି। କିନ୍ତୁ ସେହି ଟଙ୍କାଙ୍କୁ ଉଠାଇ ନେଉଛନ୍ତି ଦଲାଲ।
#Brahmapur #PanchayatiRajDepartment #Cashewseedlings #Scam #Odisha #argusNews