#୧୭ରେ_ଆଉ_ଏକ_ଲଘୁଚାପ
#ଏପଟେ_ରାଜ୍ୟରେ_ସକ୍ରିୟ_ଲଘୁଚାପ
୧୭ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି।
#climate #lowpressure #MetrologicalDepartment #Odisha #ArgusNews