#ଜୀବନର_ଅନ୍ୟ_ନାମ_ସଂଘର୍ଷ
#ବୟସ_ବଢ଼ୁଛି_ମୁଣ୍ଡ_ବି_ବଢ଼ୁଛି
#ଅସହ୍ୟ_ଯନ୍ତ୍ରଣାରେ_୧୧_ମାସର_ଶିଶୁ
ଖାଲି ଯେ ଜୀବନକୁ ଜିଇଁଥିବା ମଣିଷ ଅନୁଭବ କରେ ତାହା ନୁହେଁ । ଜୀବନ ବୁଝିବା ଆଗରୁ ମଧ୍ୟ ଅନେକ ନିରୀହ ଶିଶୁ ରୋଗରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୁଅନ୍ତି । ବିଧାତାର କି ବିଡ଼ମ୍ବନା ବି ଦେଖ । ଦାରିଦ୍ର୍ୟର ଦୁଖ ସହ ରୋଗର ଯନ୍ତ୍ରଣା । ଫଳରେ ବାଧ୍ୟ ହୋଇ ଭିକ ମାଗୁଛି ପରିବାର ।
#Bhadrak #childtreatment #FamilyCrisis #Odisha #ArgusNews