ବୟସ ମାତ୍ର ୮ ବର୍ଷ । ସରକାରୀ ୟୁପି ସ୍କୁଲରେ ପଢୁଛନ୍ତି ଦ୍ୱିତୀୟ । କିନ୍ତୁ ତାଙ୍କର ମନ ଆଉ ପାଦ ଏତେ ଦୃଢ଼ଯେ ବିନା ବିରତିରେ ଦୌଡୁଛନ୍ତି ମାଇଲ ମାଇଲ ବାଟ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣୀ ପଂଚାୟତର ଏହି କୁନି ଧାବକ ରୋହିତ ବେହେରାଙ୍କୁ ଲୋକେ ଦ୍ୱିତୀୟ ବୁଦ୍ଧିଆ ନାଁରେ ପରିଚୟ ଦେବା ଆରମ୍ଭ କରିଛନ୍ତି । ରୋହିତ ମଧ୍ୟ ଅବିଶ୍ରାନ୍ତ ଦୌଡ଼ି ସୃଷ୍ଟି କରିଛି ବିସ୍ମୟ
#Jajpur #Badachana #Odisha #ArgusNews