#ଲାଲ_ପିମ୍ପୁଡିଙ୍କ_ଆତଙ୍କରେ_ଭୟଭିତ_ଗାଁ_ଲୋକେ !
ଘରେ ବାହାରେ ପୂଜା ଘରେ ରୋଷେଇ ଘରେ ସବୁ ଆଡେ ପୂଳା ପୁଳା ଲାଲ ପିମ୍ପୁଡି, କାମୁଡି ଦେଲା ପରେ ହୋଇଯାଉଛି ଘା, ପ୍ରଶାସନର ନାହିଁ ନଜର ପୁରୀ ଜିଲ୍ଲା ପିପିଲି ବ୍ଲକ ଚନ୍ଦ୍ରଦେଇ ପୁର ପଂଚାୟତର ବ୍ରହ୍ମଣ ସାହିର ଲୋକେ ଏବେ ସଙ୍କଟ ଭିତରେ ଥିବା ବେଳେ ଗାଁ କଲ୍ୟାଣ ସମିତି କେବଳ କାଗଜ କଲମରେ ।
#Puri #AntsIssue #villagers #Odisha #ArgusNews