ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଝଟକା। ସୋସିଆଲ ମିଡିଆ କି ଇଲେକଟ୍ରୋନିକ୍ସ ମିଡିଆରେ ବର୍ଷାଙ୍କୁ ଆକ୍ଷେପ କଲା ଭଳି କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ ଅନୁଭବ।
#AnubhavMohanty #VarshaPriyadarshini #MatrimonialDispute #SocialMedia #Controversy #Verdict #HighCourt #OdishaNews #ArgusNews