#ଅନୁଭବ_ମହାନ୍ତିଙ୍କୁ_ହାଇକୋର୍ଟଙ୍କ_ଝଟକା
ସୋସିଆଲ ମିଡିଆ କି ଇଲେକଟ୍ରୋନିକ୍ସ ମିଡିଆରେ ବର୍ଷାଙ୍କୁ ଆକ୍ଷେପ କଲା ଭଳି କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ ଅନୁଭବ । ତା ସହିତ ଉଭୟ ବର୍ଷା ଓ ଅନୁଭବ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଆକ୍ଷେପ କରିପାରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
#AnubhavMohanty #VarshaPriyadarshini #advocate #DomesticViolenceCase #socialmedia #fanpage #blame #Odisha #ArgusNews