#ଅନୁଭବ_ଓ_ବର୍ଷା_ବିବାଦ_ପ୍ରସଙ୍ଗ
ଅନୁଭବ ଓ ବର୍ଷା ସୋସିଆଲ ମିଡିଆରେ ଓ ଗଣମାଧ୍ୟମରେ ପରସ୍ପରକୁ ଆକ୍ଷେପ କରିବାରୁ ଦୁରେଇ ରହିବା ଉଚିତ୍ । ଏଥିସହିତ ପରସ୍ପରକୁ ସମ୍ନାନ କରିବା ଉଚିତ୍ ବୋଲି କହିଲେ ହାଇକୋର୍ଟ । ସୋସିଆଲ ମିଡିଆରେ ଅନୁଭବଙ୍କ ସିରିଜ ଭିଡିଓ ପରେ ବର୍ଷାଙ୍କ ଅଭିଯୋଗ ମାମଲାର ଅନ୍ତ ଘଟାଇ ଏହା କହିଛନ୍ତି ହାଇକୋର୍ଟ ।
#ArgusNews #anubhav #anubhavbarshacontroversy #FamilyDisputes #HighCourt #ocialmedia #ArgusNews