#ଜଗା_ଦର୍ଶନ_କଲେ_ଅଭିନେତା_ଅନୁପମ_ଖେର
ଜଗାଦର୍ଶନ କରି ଭାବବିହ୍ଵଳ ହେଲେ ବଲିଉଡ ଅଭିନେତା ଅନୁପମ ଖେର । 2023 ବର୍ଷର ଆରମ୍ଭରୁ ଏବଂ ପରବର୍ତ୍ତୀ ବର୍ଷ ଗୁଡିକରେ ସମସ୍ତ ତୀର୍ଥସ୍ଥଳୀରେ ଦର୍ଶନ କରିବାକୁ ତାଙ୍କର ଇଛା ରହିଛି....।
#ArgusNews #AnupamKher #JagannathDarshan #Srimandir #emotional #puri #Odisha