ଆସନ୍ତା ଫେବୃୟାରୀ ମାସରେ ପଂଚାୟତ ନିର୍ବାଚନ । ଏହାର ୨ ମାସ ପରେ ଅର୍ବାନ ନିର୍ବାଚନ ହେବା ର ସମ୍ଭାବନା ରହିଛି । ଏହାକୁ ସମୀକ୍ଷା କରି ରାଜନୈତିକ ଦଳ କାମ ଆରମ୍ଭ କରିଛନ୍ତି। ନିର୍ବାଚନରେ ଯାହାର ଲୋକ ପ୍ରୀୟତା ସେ ହଁ ଆଗକୁ ବଢ଼ିବ : ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
Aparajita Sarangi #OBCReservation #PanchayatElection #Odisha #ArgusNews