ସର୍ବୋତ୍ତମ ଘରୋଇ କର୍କଟ ଚିକିତ୍ସା ଡାକ୍ତରଖାନା ଆପୋଲୋ କର୍କଟ କେନ୍ଦ୍ରରେ ଆୟୋଜିତ ହୋଇଛି "ଗୋଲାପୀ ଚାଲ"। କର୍କଟ ରୋଗୀ ମାନଙ୍କ ମଧ୍ୟରେ ଏକତା ଦେଖାଇବା ତା ସହ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ "ଗୋଲାପୀ ଚାଲୋ " ଆୟୋଜିତ ହୋଇଥାଏ....।
#Bhubaneswar #ApolloHospital #breastcancer #awareness #Odisha #ArgusNews