#ଆରାଧ୍ୟ_ଦେବୀ_ମା_କଟକ_ଚଣ୍ଡୀଙ୍କ_ରାଜରାଜେଶ୍ୱରୀ_ବେଶ
ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତ କାଳୀନ ଷୋହଳ ଦିନାତ୍ମକ ବେଶ । କଟକର ଆରାଧ୍ୟ ଦେବୀ ମା କଟକ ଚଣ୍ଡୀ ରାଜରାଜେଶ୍ୱରି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ମା ଗଡଚଣ୍ଡୀ ଗଜଲକ୍ଷ୍ମୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି ।
#SharadiyaDurgaPuja #MaaCuttackChandi #Rajarajeshwaribesa #Odisha #ArgusNews