#ଅର୍ଚ୍ଚନା_ନାଗଙ୍କ_ନୂଆ_ଖୁଲାସା
ଅର୍ଚ୍ଚନା ନାଗ୍ଙ୍କ ରହିଛି ବାଲେଶ୍ବର ଲିଙ୍କ୍ । ଶ୍ବଶୁର ଘରେ ରହି ପାଠ ପଢ଼ୁଥିଲେ ଅର୍ଚ୍ଚନା । ଅର୍ଚ୍ଚନା ଗୋଟିଏ ସମୟରେ ବାଲେଶ୍ଵର କମର୍ଦ୍ଦା ବ୍ଲକ ଅନ୍ତର୍ଗତ ଏକ ଘରୋଇ କଲେଜରେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପାଠ ପଢୁଥିଲେ ଅର୍ଚ୍ଚନା ।
#ArchanaNag #Blackmail #Balasorelink #collage #study #komardha #ArgusNews #Odisha