ପୁଣି ଥରେ ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ଗୃହ ନିର୍ମାଣର ଆର୍କିଟେକ୍ ରଂଜିତ ବେହେରା। ଗତକାଲି ହାଜର ହେବା ପରେ ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି। ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଇଡି ଜେରା କରିପାରେ...।
#ArgusNews #ArchanaNag #architect #ED #Bhubaneswar #Odisha