#ଶ୍ରଦ୍ଧାଞ୍ଜଳି_MISSING
#ଦୁଇ_ଦୁଇ_ଥର_ଇଡିର_ଜେରା_ପରେ_ଶ୍ରଦ୍ଧାଞ୍ଜଳି_ହୋଟେଲରୁ_ଗାୟବ
ଅର୍ଚନା - ହନିଟ୍ରାପ - ବ୍ଲାକମେଲ ମାମଲା ରେ ନୂଆମୋଡ । ଅର୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଗାୟବ । ପୂର୍ବରୁ ଦୁଇ ଥର ଇଡି ରେ ହାଜର ହୋଇ ଅର୍ଚନା କେଳେଙ୍କାରୀ ର ଅନେକ ଗୁମର ଖୋଲିଥିବା ଶ୍ରଦ୍ଧାଞ୍ଜଳି ଏବେ ଆଉ ଏବେ ଧରା ଛୁଆଁ ଦେଉନାହାନ୍ତି ।
#ArgusNews #ED #ArchanaNag #Controversy #Sradhanjali #Missing #Odisha