#କେମିତି_ହୋଇଥିଲା_ପରିଚୟ ?
#ପଇସା_କିଏ_ମାଗିଥିଲା ?
ନାଗ ଟଙ୍କାର ଚେର ଖୋଜୁଛି ଇଡି। ସପ୍ତାହ ଧରି ଛକାପଞ୍ଝା ପରେ ଇଡିରେ ହାଜର ଶ୍ରଦ୍ଧାଞ୍ଜଳି ବେହେରା। ସିନେ ନିର୍ମାତା ଅକ୍ଷୟ ପରିଜାଙ୍କ ସହ ମୁହାଁମୁହିଁ ଜେରା। ଲେଡି ବ୍ଲାକ ମେଲର ଅର୍ଚନା ନାଗକୁ ରିମାଣ୍ଡରେ ଆଣିବାକୁ କାଲି କୋର୍ଟରେ ରିମାଣ୍ଡ ଫାଇଲ କରିବ ଇଡି...।
#ArgusNews #ArchanaNag #Blackmailer #controversy #AkhayaParija #Remand #Odisha