#କହିବୁନି_କହିବୁନି_କହିବୁନି
#ଡିସିପିଙ୍କଠୁ_କମିସନର_ସମସ୍ତଙ୍କ_ମୁହଁରେ_ତୁଣ୍ଡି
କାହିଁକି ଅର୍ଚ୍ଚନା କଥା ଆସିଲେ ସାପ ଗଦ ଶୁଙ୍ଗିଲା ଭଳି ମୁହଁ ମୋଡି ଚାଲି ଯାଉଛି ପୋଲିସ ? ପୋଲିସର ଏହି ଆଭିମୁଖ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
#ArchanaNag #CommissionratePolice #Controversy #PoliticalLeader #Odisha #ArgusNews