ଆଜି ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଇଡି କୋର୍ଟରେ ହଜାର କରାଯିବ। ହାଜର ପରେ ରିମାଣ୍ଡ ଆବେଦନ କରିପାରେ ଇଡି। ସେହିପରି କମିଶନରେଟ ପୋଲିସ ମାମଲା ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଇଡିକୁ ହସ୍ତାନ୍ତର ପିଟିସନ ଉପରେ ଆଜି କୋର୍ଟରେ ଶୁଣାଣି କରାଯିବ...।
#ArgusNews #archananagcase #ArchanaNagHusband #jagabandhu #EDCourt #Odisha