ଅର୍ଚ୍ଚନା ନାଗର ବିଷଜ୍ୱାଳାରେ ଥରହର ରାଜ୍ୟ ସରକାର !
ଥରିଲେଣି ନେତା ଓ ମନ୍ତ୍ରୀ !
ନାଗର ଚକ୍ରବ୍ୟୁହରେ ବିଜୁ ଜନତା ଦଳର ମାଳମାଳ ମନ୍ତ୍ରୀ ଓ ବିଧାୟକ ଥିବା ଅଭିଯୋଗ । ଚର୍ଚ୍ଚା ହେଉଛି ଅର୍ଚ୍ଚନା ନାଗର ସାନିଧ୍ୟ ପାଇଥିଲେ ମନ୍ତ୍ରୀ, ବିଧାୟକ
#AchanaNag #BJDLink #Blackmail #OdishaGovt #ArgusNews #Odisha