EDରେ ହାଜର ହେଲେ ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି ।
ସତ୍ୟ ବିହାରର ଜମି ପ୍ରଭାତ ରଞ୍ଜନ ପତିଙ୍କ ଠାରୁ ଅର୍ଚ୍ଚନା ଓ ଖଗେଶ୍ଵର ଜମି କିଣିଥିବା ସୂଚନା ରହିଛି । ଜମି କିଣା ବିକା ନେଇ ED ତାଙ୍କୁ ପଚରା ଉଚୁରା କରୁଛି। କମ ମୂଲ୍ୟରେ ଜମି କିଣା ବିକା ନେଇ ସୂଚନା ମିଳୁଛି
#ArgusNews #Archananag #Landbusinessman #PravatRanjanPati #ED #Odisha