ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପୁଣି ବିବାଦରେ କମିଶନରେଟ ପୋଲିସ !
ଇଡିକୁ ସହାୟତା କରୁନଥିବାର ସଙ୍ଗୀନ ଅଭିଯୋଗ ଗଣମାଧ୍ୟମରେ। ତଦନ୍ତ ବାଟବଣା କରୁଥିବାର ଅଭିଯୋଗ ଆସିଥିଲା ପୋଲିସ ନାମରେ। କାହିଁକି ପୋଲିସ ତଦନ୍ତରେ ସହାୟତା କରୁନି ଏହାକୁ ନେଇ ସାଧାରଣରେ ଉଠିଲା ବଡ ପ୍ରଶ୍ନ
#ArgusNews #ArchanaNag #ED #CommisionaratePolice #Bhubaneswar #Odisha