ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଥିବା ବେଳେ ସାମ୍ନାକୁ ଆସିଛି ଅନେକ ବଡ଼ବଡ଼ ଲୋକଙ୍କ ସମ୍ପୃକ୍ତି । ଏବେ ସମ୍ପୃକ୍ତି ଥିବା ଲୋକଙ୍କ ତାଲିକା ତିଆରି କରିଛି ଇଡି । ତାଲିକାରେ ବହୁ ନେତା, ବିଲଡର, ବ୍ୟବସାୟୀ, ହୋଟେଲ ମାଲିକ ଓ ଫିଲ୍ମ ପ୍ରଯୋଜକଙ୍କ ନାଁ ରହିଛି
#ArgusNews #ArchanaNag #ED #Odisha