#ବିଜେଡିକୁ_ଅ_ଅଡୁଆ
#ବ୍ୟାକଅପ୍_ପ୍ଲାନ_ପାଇଁ_ନବୀନ_ନିବାସରେ_ବଡ_ବୈଠକ
#50ରୁ_ଉର୍ଦ୍ଧ୍ବ_ନେତାଙ୍କ_ମେଳି_ଘମାଘୋଟ_ମାନସ_ମନ୍ଥନ
ଅର୍ଚ୍ଚନାର ଚେତାବନୀ ପରେ ଶାସକ ଦଳରେ ବଡ ହଲଚଲ । ଚର୍ଚ୍ଚା ହେଉଛି ଗଣମାଧ୍ୟମରେ ମୁହଁ ଖୋଲିଲେ ଓଡିଶା ଦୋହଲିଯିବ ବୋଲି ଅର୍ଚ୍ଚନା ଯେଉଁ ମନ୍ତବ୍ୟ ରଖିଥିଲେ ତାକୁ ନେଇ ଶାସକ ଦଳର ଅନେକ ନେତାଙ୍କୁ ଛାନିଆ ଜ୍ବର ହେଲାଣି ।
#ArgusNews #ArchanaNag #BJD #controversy #elections #Assembly #Odisha