#ଅର୍ଚ୍ଚନା_ନାଗ_ମାମଲାରେ_ଫୁଲ_ଆକ୍ସନରେ_ଇଡି
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଇଡିର ଘନଘନ ଜେରା । ପ୍ରତ୍ୟେକ ଦିନ ଇଡିରେ ହାଜର ହେଉଛନ୍ତି ବଡବଡିଆ। ଆଜି ସକାଳେ ଦ୍ବିତୀୟ ଥର ପାଇଁ ସିନେ ପ୍ରଯୋଜକ ପ୍ରମୋଦ ସ୍ବାଇଁ ହାଜର ହୋଇଥିବା ବେଳେ ଇଡିରେ ହାଜର ହୋଇଛନ୍ତି ଜମି ବ୍ୟବସାୟୀ ପ୍ରଭାତ ରଞ୍ଜନ ପତି...।
#ArgusNews #ArchanaNag #controversy #ED #interrogation #PramodSwain #Bhubaneswar #Odisha