#ସରିଲା_୭_ଦିନିଆ_ରିମାଣ୍ଡ
#ହେଲେ_ମୁହଁ_ଖୋଲିଲେ_ନାହିଁ_ଲେଡି_ବ୍ଲାକମେଲର
ଏବେ ଇଡି କରିବ କଣ । ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଆସନ୍ତା କାଲି ଇଡିରେ ହାଜର ପରେ ଦ୍ଵିତୀୟ ଥର ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ଇଡି । ଅର୍ଚ୍ଚନା ସ୍ବାମୀ ଜଗବନ୍ଧୁ ମଧ୍ୟ କାଲି କୋର୍ଟରେ ହାଜର ହେବାକୁ ଥିବାରୁ ଉଭୟଙ୍କୁ ରିମାଣ୍ଡରେ ଆଣି ମୁଁହାଁ ମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି ।
#ArgusNews #ArchanaNag #EDRaid #couple #Investigation #Remand #Bhubaneswar #Odisha