#ଇଡି_ତାଲିକାରେ_ନେତା_ବିଲଡର_ହୋଟେଲ_ମାଲିକ_ଫିଲ୍ମ_ପ୍ରଯୋଜକ
#ଖୁବ୍_ଶୀଘ୍ର_ପ୍ରବର୍ତ୍ତନ_ନିର୍ଦ୍ଦେଶାଳୟ_କରିବ_ନୋଟିସ
ଅର୍ଚ୍ଚନା ନାଗ କେଳେଙ୍କାରୀରେ ଇଡିର ଘଣ୍ଟାଚକଟା ପରେ ବଡ଼ ଦୁର୍ନୀତର ହୋଇପାରେ ପର୍ଦାଫାଶ୍ । ଅର୍ଚ୍ଚନା ନାଗ ବ୍ୟବହାର କରୁଥିବା 40 ଲକ୍ଷ କାର ପାଇଁ କିଏ ଦେଇଥିଲା 33 ଲକ୍ଷର କ୍ୟାସ ତାକୁ ନେଇ ଆରମ୍ଭହୋଇଛି ଖୋଲତାଡ । ଇଡି ତାଲିକା ବି ପ୍ରସ୍ତୁତ କରିଛି । ସେମାନଙ୍କୁ ଖୁବ୍ ଶୀଘ୍ର ହୋଇପାରେ ନୋଟିସ ।
#ArgusNews #ArchanaNag #EDRaid #luxurycar #money #police #blackmail #Odisha