#କଣ_କହିବାକୁ_ଚାହୁଁଛନ୍ତି_ବ୍ଲାକମେଲିଂ_କୁଇନ୍ ?
କେମିତି ବଦଳାଇ ଦେବେ ରାଜ୍ୟ ? କେଉଁ କଳା କାହାଣୀର କଚ୍ଚା ଚିଠା ରଖିଛନ୍ତି ଅର୍ଚ୍ଚନା ? ମାନସିକ ଭାରସାମ୍ୟ ହରାଇଥିବା ପୋଲିସର ବୟାନକୁ ନେଇ ଦ୍ବନ୍ଦ୍ବ । ମାନସିକ ଭାରସାମ୍ୟ ହରାଇଛନ୍ତି ନା ପାଗଳ କରିଦେବାକୁ ହେଉଛି ଷଡଯନ୍ତ୍ର ?
#ArgusNews #ArchanaNag #EnforcementDirectorate #ArchanaNagCase #interogation #Odisha