ଢେଙ୍କାନାଳରେ ରାଜ୍ୟ ସ୍ତରୀୟ ଆଦିବାସୀ ତୀରନ୍ଦାଜ ପ୍ରତିଯୋଗିତା
ଧନୁତୀରରେ କୌଶଳ ଦେଖାଇଲେ ୨୭୦ ପ୍ରତିଯୋଗୀ। ତୀରନ୍ଦାଜରେ ଉଠିଲା ପଡ଼ିଲା ଢେଙ୍କାନାଳ ଷ୍ଟାଡିୟମ। ବିଭିନ୍ନ ବର୍ଗରେ ସଫଳ ଧନୁର୍ଧାରୀ ଖେଳିବେ ଜାତୀୟ ସ୍ତରର ଚାମ୍ପିଅନସିପ।
#ArgusNews #archerycompetition #contestants #Dhenkanal #nationallevelchampionships #Odisha