#ଇଣ୍ଡିଆ_ଅଫ୍_ବୁକ୍_ରେକର୍ଡରେ_ସ୍ଥାନ_ପାଇଲେ_ଆର୍ଚ୍ଚିସ୍_କୁମାର
କଟକ ବଡ଼ମ୍ବା ଖୁଣ୍ଟକଟା ଗାଁର ମାନସ ରଞ୍ଜନ ନାୟକଙ୍କ ଦୁଇ ବର୍ଷର ପୁଅ ଆର୍ଚ୍ଚିସ୍ କୁମାର ନାୟକ । ବିଭିନ୍ନ ଦେଶ ବିଦେଶ ଏବଂ ତାର ରାଜଧାନୀ ଗୁଡିକର ନାମକୁ ଅତି ସରଳରେ କହି ସେ ଗୌରବ ଅର୍ଜନ କରିଛନ୍ତି ।
#IndiaBookofRecords #ArchisKumar #Cuttack #Odisha #ArgusNews