#ବ୍ଲାକମେଲିଂ_ପଛରେ_ନ୍ୟୁଡ_ଫଟୋ_ଆଉ_ଭିଡିଓ_କି ?
କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ DJ ଆଜେସ୍କ । ଲିଗାଚର ମାର୍କରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବାର ମିଳିଛି ପ୍ରମାଣ । ପ୍ରେମିକା ପାଇଁ ଆତ୍ମହତ୍ୟା ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ ।
#ArgusNews #DJAjex #DeathControversy #Bhubaneswar #Odisha