#ଲୁଣିବରରେ_ଅର୍ଗସ_ଟିମ୍_ପଥର_ମାଫିଆ_ଛାନିଆ
#ପ୍ରଣବଙ୍କ_ଛତ୍ରଛାୟାରେ_ରଙ୍ଗା_ଗଙ୍ଗା_ଲୁଟୁଛନ୍ତି_ଖାଦାନ
ଧର୍ମଶାଳା ଲୁଣିବର କଳାପଥର ଲୁଟର ବଡ଼ ପ୍ରମାଣ। ଲଗାତର ଖବର ପ୍ରସାରଣ ପରେ ଆଜି ଅର୍ଗସ ଟିମ୍ ପହଞ୍ଚିଥିଲା ଗ୍ରାଉଣ୍ଡରେ। ଯେଉଁଠାରେ ଚାଲିଛି ବେଆଇନ ପଥର ଖନନ। ପୁଣି ପ୍ରମାଣ ଲାଗିଲା ଅର୍ଗସ ହାତରେ। ଧରାପଡିଯିବା ପରେ ଅର୍ଗସ କ୍ୟାମେରା ଦେଖି ଛତ୍ରଭଙ୍ଗ ଦେଇଥିଲେ ଖଣି ଖନନରେ ବ୍ୟସ୍ତ ରଙ୍ଗା -ଗଙ୍ଗାଙ୍କ ଲୋକ ।
#MiningScam #BJD #MLA #pranabbalabantray #Jajpur #Odisha #ArgusNews