ARGUS ଅପଡେଟ୍
+ବଦଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ନାଁ
+ଷ୍ଟାଫ ସିଲେକ୍ସନ କମିଶନରେ ମହାଦୁର୍ନୀତି ଅଭିଯୋଗ ଆଣିଲେ ବିଜୟ ମହାପାତ୍ର
+ନିଯୁକ୍ତି ପାଇଁ କାନ ଧରି ଆଣ୍ଠେଇ ପ୍ରତିବାଦ କଲେ ବିଇଡି ଶିକ୍ଷକ
+ଆସନ୍ତା 16 ତାରିଖରୁ UG/PG କ୍ଲାସରୁମ୍ ପାଠପଢ଼ା
+ପୋଲିସ ବର୍ଦ୍ଦିରେ ମଦ
+କଟକ ଖ୍ରୀଷ୍ଟ କଲେଜ ତୁଷାରକାନ୍ତ ସାହୁ ମୃତ୍ୟୁ ମାମଲାରେ ବଢୁଛି ରହସ୍ୟ
+ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
+ଅଲିମ୍ପିକ୍ସରେ ହାରିଲା ଭାରତୀୟ ମହିଳା ହକି ଟିମ
+ରାଜ୍ୟରେ ଚିନ୍ତା ବଢାଉଛି କରୋନା ମୃତ୍ୟୁସଂଖ୍ୟା
#ArgusNews #Odisha #ArgusUpdate