ଅର୍ଗସର ମହାପ୍ରଭାବ। ବଦଳିଲେ ଲାଞ୍ଚୁଆ ସରକାରୀ ଅଧିକାରୀ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କିସାନତାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ ପାଇଁ ଲାଞ୍ଚ ନେବାକୁ ନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା।
#Mayurbhanj #Moroda #argusimpact #BribeCase #governmentofficer #transferred #Odisha #ArgusNews