ଗଣତନ୍ତ୍ରର ମାନେ ହେଉଛି ବିକାଶ । ଲୋକଙ୍କ ପାଖରେ ବିକାଶ ପହଞ୍ଚିବା ଦରକାର । ଆମର ଦାୟିତ୍ବକୁ ପାଳନ କରିବା ପାଇଁ ଆମେ ଗୁରୁତ୍ବର ସହିତ ଓଡିଶାର ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ଲୋକମାନଙ୍କ ପାଖକୁ ନବାପାଇଁ ଆମ ପ୍ରୟାସ : ଅର୍ଗସର ଚିଫ୍ ଏଡିଟର ସଞ୍ଜୟ ଜେନା
#ArgusNews #OdishaHealthConclave #ArgusSpecial #SpecialProgramme #ArgusChiefEditor #SanjayJena #Odisha