#ମୋହନ_ମାଝୀଙ୍କ_ମୁହଁରେ_ହସ_ଫୁଟାଇଲା_ଅର୍ଗସ୍
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରାବଣଗୁଡା ଗାଁର ବଳରାମ ମାଝୀଙ୍କ ଆଠ ବର୍ଷର ପୁଅ ମୋହନ ମାଝୀ ଜନ୍ମରୁ ଭିନ୍ନକ୍ଷମ । ଚାଲି ନପାରୁଥିବା ସତ୍ତ୍ଵେ ପାଦର ଟିପରେ ଏକ ଆଶାବାଡି ସାହାଯ୍ୟରେ ନିତି ସ୍କୁଲ ଯାଉଥିଲେ । ଏକଥା ପ୍ରଥମେ ଅର୍ଗସ୍ ରେ ଖବର ପ୍ରସାରଣ ହେବା ପାରେ ଆଜି ପ୍ରଶାସନ ତତ୍ପରତା ଦେଖାଇ ସମସ୍ତ ସରକାରୀ ସୁବିଧା ମୋହନଙ୍କୁ ପ୍ରଦାନ କରିଛି ।
#Nabarangapur #MohanMajhi #ArgusImpact #OdishaGovt #dissability #ArgusNews