Argus Superfast| 18 Mar 2022 | Argus News
+ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି
+ ସ୍କୁଲ୍, ସାଂସ୍କୃତିକ କେନ୍ଦ୍ରକୁ ରୁଷ୍ର ଟାର୍ଗେଟ୍
+ରାଜ୍ୟରେ ଅଗ୍ନିବର୍ଷା, ଆହୁରି ଦୁଇ ଦିନ ଛଟପଟ କରିବ ଅସହ୍ୟ ତାତି
+ 16ନଂ ଜାତୀୟ ରାଜପଥ ଖୋର୍ଦ୍ଧା ନିରାକାରପୁର ରତାମାଟି ଛକ ଟିକଟରୁ ମାରଣାସ୍ତ୍ର ଦେଖାଇ ଲୁଟ
+ ପାରାଦୀପରେ କର୍ଯ୍ୟରତ ମୃତ ନର୍ସିଂ ଅଫିସରଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା
+ଯାଜପୁର ବରୀରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା ଧମକ
+କଟକ ତିନି ଘରିଆ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
+ ଗିରଫ ହେଲେ କଳାହାଣ୍ଡିର ୪୨୦ ଶିକ୍ଷକ
#ArgusSuperfast #Odisha #Argusnews