ଲୋକସଭା ପ୍ରବାସ ଯୋଜନା ଅନ୍ତର୍ଗତ ୨ ଦିନିଆ ଭଦ୍ରକ ଲୋକସଭା ଗସ୍ତ ଅବସରରେ ଭୂବନେଶ୍ବର ବିମାନ ବନ୍ଦର ଠାରେ ଦଳୀୟ ନେତୃତ୍ବଙ୍କ କେନ୍ଦ୍ର ଜନଜାତି କଲ୍ୟାଣ କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କୁ ସ୍ଵାଗତ....।
#ArgusNews #Bhubaneswar #airport #ArjunMunda #Odisha