#ବଜାରରେ_ସାରର_କୃତ୍ରିମ_ଅଭାବ
ଘରୋଇ ବେପାରୀଙ୍କ କବଜାରେ ରାଜ୍ୟର ସାର ବଜାର । ମୁନାଫା ଖୋର ବ୍ୟବସାୟୀଙ୍କ ସାର କଳାବଜାରୀ ଚାଷୀଙ୍କ ପାଇଁ କାଳ ହୋଇଛି । ୟୁରିଆ ଦାମ ୨୨୬, କଳାବଜାରରେ ୬୦୦ ଟଙ୍କା । ରାଜ୍ୟ ମାଗିଥିଲା ୮୦ ହଜାର, କେନ୍ଦ୍ର ଦେଇଛି ୨ ଲକ୍ଷ ମେଟ୍ରିକ ଟନ୍ । ବଳକା ଖାଇଲା କିଏ ?
#fertilizers #farmers #OdishaGovt #StateGovernment #Odisha #ArgusNews