ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ତିତିଲିର ଅଭିଜ୍ଞତାକୁ ନେଇ କାମ କରାଯିବ ସମ୍ପୂର୍ଣ୍ଣ ଜିଲ୍ଲାରେ। ଗତକାଲି ଏବଂ ଆଜି ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।
#cyclone #AsaniCyclone #thunderstorms #WeatherNews #HeavyRains #Lightpressure #Odisha #ArgusNews