#ପୁଣିଥରେ_ଆଶା_ଦିଦି_ନିରାଶ
#ସରକାର_କେବେ_ଶୁଣିବେ_ଆଶା_ଦିଦିଙ୍କ_ଦାବି ?
ଆଶାକର୍ମୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଜାରି। କୋରୋନା ଭଳି ମହାମାରୀ ସମୟରେ ଜୀବନକୁ ବାଜିରେ ଲଗାଇ କାମ କରିଥିବା ହଜାର ହଜାର ଆଶାକର୍ମୀଙ୍କ ସ୍ଵାର୍ଥକୁ ଅନାଉ ନାହାଁନ୍ତି ପ୍ରଶାସନ କି ସରକାରୀ ଅଧିକାରୀ।
#ArgusNews #Protest #Bhubaneswar #Odisha