#ରାଜରାସ୍ତାରେ_ମାଣ_ବସାଇଲେ_ଆଶାକର୍ମୀ
ବାଇଶିବର୍ଷର ସରକାରଙ୍କ ମା ଙ୍କୁ ସମ୍ମାନ ନାରାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଲିଛି କନ୍ଧମାଳ ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। 7 ଦଫା ଦାବୀ ପୁରଣ ନିମନ୍ତେ ରାଜରାସ୍ତାରେ ମାଣ ବସାଇ ମା ମହାଲକ୍ଷ୍ମୀଙ୍କୁ ପୂଜାକରି ଧାରଣାରେ ବସିଛନ୍ତି କନ୍ଧମାଳର ଆଶାକର୍ମୀ ମାନେ....।
#ArgusNews #manabasa #ashakarmi #protest #collector #Kandhamal #Odisha