ଆଶିଷ ହତ୍ୟାକାଣ୍ଡ ମାମଲା। 3ଅଭିଯୁକ୍ତଙ୍କୁ 2ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି ବାଲିପାଟଣା ପୋଲିସ। ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ବାଲିପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ ଆଶିଷଙ୍କ ଫୋନ ଖୋଜାଖୋଜି କରୁଥିଲେ ମଧ୍ୟ ଫୋନର ସନ୍ଧାନ ମିଳିନାହିଁ।
#Bhubaneswar #Balipatna #MurderCase #odisha #ArgusNews