#ଦେଶରେ_ଶହେଟି_୫ଜି_ଲ୍ୟାବ_ପ୍ରତିଷ୍ଠା_ହେବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ସୁଦ୍ଧା ଦେଶର ୨ଶହ ସହରରେ ୫-ଜି ସେବା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଖୁସିର ବିଷୟ ଯେ, ଏବେ ଏହା ହୋଇଯାଇଛି। ଦେଶର ୨ଶହ ସହରରେ ଏହା ଦେଶବାସୀଙ୍କ ପାଇଁ ନିଶ୍ଚିତ ଭାବେ ଖୁସିଖବର।
#ArgusNews #AshwiniVaishnaw #5gservices #established #NarendraModi #Odisha