#ପାଇଖାନା_ଟାଙ୍କିରୁ_ମିଳିଥିବା_ଦସ୍ତାବିଜ_କାହାର ?
ଗୋପାଳ ଲେଖିଛନ୍ତି ନା ଜବରଦସ୍ତି ଲେଖେଇ ଦିଆଯାଇଛି। ଯଦି ବି ଗୋପାଳ ଲେଖିଥିବେ, ଲେଖା ସ୍ପଷ୍ଟ ଦେଖାଯାଉଥିବ ତ ? କଣ ରହିଛି ପାଇଖାନାରୁ ମିଳିଥିବା ଦସ୍ତାବିଜରେ....।
#ArgusNews #Sewagetank #ASIGopalDas #handwrittenletters #CrimeBranch #investigation #Odisha