#ରୋଗ_ଯନ୍ତ୍ରଣାରେ_ଛଟପଟ_ସୀମା_ନାୟକ
#ସରକାରୀ_ବେସରକାରୀ_ସ୍ତରରେ_ସହାୟତା_ଭିକ୍ଷା
ଦୁଖଃ ପଡିଲେ ମଣିଷ ଆଖିରୁ ଝରେ ଲୁହ। ହେଲେ ଆଖି ଥିଲେ ତ ଦୁଖଃ ସମୟରେ ମଣିଣ ଆଖିରୁ ଲୁହ ଝରିବ। ଠିକ୍ ଏଭଳି ରୋଗ ଯନ୍ତ୍ରଣାରେ ଦିନ ରାତି ଛଟପଟ ହେଉଥିଲେ ମଧ୍ୟ କାନ୍ଦିପାରୁନାହାଁନ୍ତି ଭୁବନେଶ୍ବର ବୁଦ୍ଧନଗର PWD ବସ୍ତିର ସୀମା ନାୟକ
#ArgusNews #Women #Helpless #Bhubaneswar #Odisha