ଆସାମ ଗୌହାଟିରେ ଭୂମିକମ୍ପ ଝଟ୍କା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ ହୋଇଛି । ସକାଳ ୮ଟା ୩ ଓ ୮ଟା ୫ ମିନିଟରେ ଭୂମିକମ୍ପ ଝଟ୍କା । ୨ଟି ଭୂମିକମ୍ପରେ ଥରି ଉଠିଲା ଆସାମ ।
#ArgusNews #Earthquake #Assam #Gauhati #National
Be the first to know any news. You will get latest stories and video updates through the day. You can turn them off anytime.