ବିଧାନସଭାରେ ପୁଣି ୫ t ଝଡ଼। ଶୂନ୍ୟକାଳରେ ବିଜେପି-ବିଜେଡି ମୁହାଁମୁହିଁ । 5-T କେମିତି cmo ହେଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତ । ସେ ସିଏମଙ୍କ ସେକ୍ରେଟାରୀ ହୋଇ ପାରନ୍ତି କିନ୍ତୁ ସିଏମଓ କେମିତି ହେବେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ
#ArgusNews #Assembly #5T #BJDBJPFight #Politics #Odisha