#ରାଜ୍ୟରେ_୯୭_ଟି_ଶୀତଳ_ଭଣ୍ଡାର_ଅଚଳ
ହୋଇ ପଡ଼ିଥିବା ବେଳେ ୩୬ ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ । କାରଣ ଅଚଳକୁ ସଚଳ କରିବା ବ୍ୟୟ ବହୁଳ ।
#ArgusNews #assembly #coldstorages #drinkingwater #AgricultureMinister #RanendraPratapSwain #Odisha