ରାଣୀପୁର ଝରିଆଲରେ ଥିବା ୬୪ ଯୋଗିନୀ ମନ୍ଦିର ବିକାଶ ପାଇଁ କେନ୍ଦ୍ର ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଥିଲା ବେଳେ ଓଡ଼ିଶା ସରକାର ଏଠି ପାଇଁ ଦେଇଛନ୍ତି ମାତ୍ର ୨୦ ଲକ୍ଷ । ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା
#Assembly #MonsoonSession #SantoshSinghSaluja #ArgusNews