୨ ଦିନର ବିରତି ପୁଣି ବିଧାନସଭା ଅଧିବେଶନ ଆରମ୍ଭ । ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧି । ପୂର୍ବତନ ସ୍ବାସ୍ତ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୨୮ ଦିନ ବିତିଥିଲେ ବି ସାଇଲେଣ୍ଟ ରହିଛି କ୍ରାଇମବ୍ରାଞ୍ଚ ।
#ArgusNews #Assemblysession #NabaDasDeathCase #CrimeBranch #Odisha